Browsing Tag

#BSEodisha

କାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ବୋର୍ଡ ଢାଞ୍ଚାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ । ୫୦ ମାର୍କର ଓଏମଆରସିଟ୍