Browsing Tag

#brahmos

ବ୍ରହ୍ମୋସ ମିସାଇଲ ସଫଳ ପରୀକ୍ଷଣ କଲା ଭାରତ

ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ ଆଉ ଏକ ମିସାଇଲର ଉତକ୍ଷେପଣରେ ସଫଳ ହୋଇଛି । ଦେଶ ସାରିକ ଅସ୍ତ୍ର ଶସ୍ତ୍ରରେ ବିକଶିତ ହେବା ପାଇଁ ବିଭିନ୍ନ ମିସାଇଲର ପରୀକ୍ଷା କରୁଛି । ଏବେ ବୌଜ୍ଞାନିକ ମାନେ ବ୍ରହ୍ମୋସ ମିସାଇଲ ନୂଆ ଭର୍ସନର ସଫଳ ଉତକ୍ଷେପଣ କରିଛନ୍ତି । ବ୍ରହ୍ମୋସ ସୁପରସୋନିକ୍