Browsing Tag

#boycott

ବଲାଙ୍ଗିରରେ ମାଓବାଦୀଙ୍କ ଧମକ ଭୋଟ ବର୍ଜବ କର

ମେଟ୍ରୋ ଟିଭି ଓଡିଶା,୧୮/୧: ଆଗକୁ ଅଛି ପଞ୍ଚାୟତ ନିର୍ବାଚନ ବ୍ୟବସ୍ଥା । ଏହି ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲ ହେଲାଣି ଓ ନିର୍ବାଚନର ପ୍ରଚାର ପ୍ରସାର ଆରମ୍ଭ ହୋଇଗଲାଣି । ଗାଁ ଗାଁରେ ବୁଲିଲେଣି ପ୍ରାର୍ଥୀ । ଏହି ଭିତରେ ମାଓବାଦୀଙ୍କ ଧମକ ବଲାଙ୍ଗିର ଗ୍ରାମ ଜନସାଧାରଣଙ୍କୁ ଭୟର