ଅସୁବିଧା ସମୟରେ ଦେବଦୂତ ସାଜିଲେ ଯବାନ
ମେଟ୍ରୋ ଟିଭି ଓଡିଶା,୯/୧: ଅସହ୍ୟ ଶୀତରେ ଥରୁଛି ଉତ୍ତର ଭାରତ । ଜାମ୍ମୁ କାଶ୍ଚୀରର ପରିସ୍ଥିତି ବେହାଲ । ସାଧାରଣ ଲୋକ ଘରୁ ବାହାରିବା ମୁସକିଲ ହେଲାଣି । ଏହି ଭିତରେ ଜଣେ ଯବାନ ବଦାନ୍ୟତା ସାମ୍ନାକୁ ଆସଛି । ଯାହା ଏବେ ହୃଦୟସ୍ପର୍ଶୀ ହୋଇଛି । ଏହି ଯବାନ ଜଣକ ଜଣେ ଗର୍ଭବତୀ ଥିବା!-->!-->!-->…