Browsing Tag

#bollywoodfilm

ମର୍ଦାନି ୩’ ; ପୁଣି ଥରେ ନଜର ଆସିବେ ରାଣୀ

ମୁମ୍ବାଇ : ଖୁବ୍‌ ଶୀଘ୍ର ଆସୁଛି ‘ମର୍ଦାନି-୩। ପୁଣି ଥରେ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ୟଶରାଜ ଫିଲ୍ମସ୍ ଏନେଇ ଘୋଷଣା କରିଛି । ଅଗଷ୍ଟ ୨୨ରେ ଏହି ଫିଲ୍ମ ୧୦ ବର୍ଷ ପୂରଣ କରିଛି। ରାଣୀ ମୁଖାର୍ଜୀ ପୁଣି ଥରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର…

ମିଷ୍ଟର ମମ୍ମି ଲୁକ୍‌ରେ ନଜର ଆସିବେ ରିତେଶ ଜେନେଲିଆ

ମେଟ୍ରୋ ଟିଭି ଓଡିଶା,୪/୨ : ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ଦିନ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି। ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍ ହୋ ଗୟା’ରେ ନଜର ଆସିଥିଲେ।

ପୁଣି ଏକାଠି ନଜର ଆସିବେ ହ୍ରିତିକ-କରୀନା

ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ କିଛି ସୁପର ହିଟ୍ ଯୋଡିଙ୍କୁ ପୁଣି ପରଦାରେ ଦେଖିବାକୁ ବହୁ ଦର୍ଶକ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରୁ ଶାହରୁଖ-କାଜଲ ଓ ସଲମାନ-କ୍ୟାଟ୍‌ଙ୍କ ଯୋଡି ବେଶ୍ ଲୋକପ୍ରିୟ । ସେହିପରି ଅଛି ହ୍ରିତିକ ରେଶନ ଓ କରୀନା କପୁରଙ୍କ ଯୋଡି । ଏହି ଦୁଇ ଜଣଙ୍କ