Browsing Tag

#bollywood

ପୁଣି ଏକାଠି ନଜର ଆସିବେ ହ୍ରିତିକ-କରୀନା

ମେଟ୍ରୋ ଟିଭି ଓଡିଶା,୨୮/୧ : ବଲିଉଡ କିଛି ସୁପର ହିଟ୍ ଯୋଡିଙ୍କୁ ପୁଣି ପରଦାରେ ଦେଖିବାକୁ ବହୁ ଦର୍ଶକ ପସନ୍ଦ କରନ୍ତି । ସେମାନଙ୍କ ମଧ୍ୟରୁ ଶାହରୁଖ-କାଜଲ ଓ ସଲମାନ-କ୍ୟାଟ୍‌ଙ୍କ ଯୋଡି ବେଶ୍ ଲୋକପ୍ରିୟ । ସେହିପରି ଅଛି ହ୍ରିତିକ ରେଶନ ଓ କରୀନା କପୁରଙ୍କ ଯୋଡି । ଏହି ଦୁଇ ଜଣଙ୍କ

ବାପା ହେଲେ ଯୁବରାଜ ସିଂହ: ଶିଶୁ ପୁତ୍ରକୁ ଜନ୍ମଦେଇ ଖୁସି ଖବର ଦେଲେ ପତ୍ନୀ ହେଜେଲ

ମେଟ୍ରୋ ଟିଭି ଓଡିଶା,୨୬/୧ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛି ନୂଆ ଅତିଥି । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ଯୁବରାଜ । ସେ

ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ଶତ୍ରୁଘ୍ନ ସିହ୍ନା

ମେଟ୍ରୋ ଟିଭି ଓଡିଶା,୨୪/୧ : ସୋନାକ୍ଷୀ ନିଜର ଦମଦାର ଆକ୍ଟିଂ ଜରିଆରେ ବଲିଉଡରେ ନିଜର ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ନିକଟରେ ଭାଇରାଲ ହୋଇଥିଲା ସୋନାକ୍ଷୀ ବିବାହ କରିବେ ସଲମାନ ଖାନ୍‌ ପରିବାରରେ । ଏହି ଖବର ପାଇଁ ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲେ । କିନ୍ତୁ ଏହି ବିବାହରେ ଖସୁ

ବଲିଉଡରେ ଡେବ୍ୟୁ କରିବେ ସାମନ୍ଥା

ମେଟ୍ରୋ ଟିଭି ଓଡିଶା,୧୯/୧: ପୁଷ୍ପା:ଦ ରାଇଜ୍ ଏବେ ବି ଦର୍ଶକଙ୍କ ମନକୁ ଆଦରି ରଖିଛି । ଏହି ଫିଲ୍ମରେ ଆଇଟମ ଗୀତ ପରିବେଷଣ କରିଥିବା ସାମନ୍ଥା ରୁଥଙ୍କ ଗୀତ ଓ ଅନ୍ତାବା ଏବେ ଚର୍ଚ୍ଚାରେ । ଅନ୍ୟ କଳାକାର ମଧ୍ୟ ଏହି ଗୀତର ତାଳେ ତାଳେ ନାଚୁଛନ୍ତି । ଦର୍ଶକଙ୍କୁ ଏହି ଗୀତ ଖୁବ୍ ପସନ୍ଦ

ଚର୍ଚ୍ଚାରେ ଅର୍ଜୁନ-ମଲାଇକା ବ୍ରେକ୍‌ଅପ୍ ?

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡର ଲଭ ବାର୍ଡ ତଥା ବିବାଦୀୟ ପ୍ରେମିକା ପ୍ରେମିକ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବ୍ରେକଅପ ହୋଇଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ଡୋରରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମର ସାଥୀ । କାହାକୁ ଖାତିର କରି ନଥିଲେ କି

ପୁଣି ସଲମାନଙ୍କୁ ଟାର୍ଗେଟ୍ କଲେ କେଆରକେ

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡ ସୁପରଷ୍ଟାରଙ୍କ ସହ କମଲ ରସିଦ ଖାନଙ୍କ ବିବାଦ ସର୍ବଦା ରହିଆସିଛି। ସେଲ୍ଫ କ୍ଲେମ୍ କ୍ରିଟିକ୍ କମଲ ରସିଦ ଖାନ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଫିଲ୍ମ ଏବଂ ଅଭିନେତାମାନଙ୍କ ଉପରେ ମନ୍ତବ୍ୟ ଜାରି ରଖିଛନ୍ତି। ଅତୀତରେ ସଲମାନ

ଭିକ୍କି ଓ କ୍ୟାଟଙ୍କ ବିବାହକୁ ପୂରିଲା ମାସେ

ମେଟ୍ରୋ ଟିଭି ଓଡିଶା,୯/୧: ବଲିଉଡର ହଟ୍ ଓ ସେକ୍ସି ଯୋଡି କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ଆଜି ମାସେ ପୂରିଛି ।କ୍ୟାଟ୍ରିନା କୈଫ୍ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ୯ ଜାନୁଆରୀରେ ତାଙ୍କ ବାହାଘରକୁ ମାସେ ହୋଇଛି। ଏହି

ମହେଶ ବାବୁ ଓ ସ୍ୱରା ଭାସ୍କର କରୋନା ପଜିଟିଭ

ମେଟ୍ରୋ ଟିଭି ଓଡିଶା,୭/୧: ଗତ କିଛିଦିନ ମଧ୍ୟରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରୀ ସହିତ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ସାଉଥ ସୁପରଷ୍ଟାର୍ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ମହେଶ ବାବୁ କହିଛନ୍ତି, ସଂକ୍ରମଣରୁ ସୁରକ୍ଷା ପାଇଁ ସମସ୍ତ ସଚେତନତାକୁ ପାଳନ

ଲାଇଗର ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ବିଜୟ ଦେବରକୋଣ୍ଡା

ମେଟ୍ରୋ ଟିଭି ବ୍ୟୁରୋ,୧/୧: ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍ ଜାରି ହୋଇଛି। କରନ ଜୋହର ପ୍ରଯୋଜିତ ଏହି ଲାଇଗର ଫିଲ୍ମରେ ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଝଲକ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି । ବିଜୟଙ୍କ ଆକ୍ସନ ଓ

ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ବସ୍‌ପନ କା ପ୍ୟାର ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଚହଳ ପକାଇଥିବା ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘଟିଥିଲା। ଯେତେବେଳେ ସହଦେବ ତାଙ୍କ ସାଙ୍ଗମାନଙ୍କ ସହିତ ଏକ