ଶିବାନୀ ଦାଣ୍ଡେକରଙ୍କୁ ବାହା ହେବେ ଫରହାନ ଅଖତର
ମେଟ୍ରୋ ଟିଭି ଓଡିଶା,୧୫/୧: ବଲିଉଡରେ ଏବେ ଚାଲିଛି ବିବାହର ଋତୁ । ବହୁ ସେଲିବ୍ରେଟି ଏହି କରୋନା ସମୟରେ ବାହା ହୋଇଗଲେଣି । ଫରହାନ ଅଖରତ ମଧ୍ୟ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରୁଛନ୍ତି । ୪ ବର୍ଷର ସମ୍ପର୍କ ପରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି!-->!-->!-->…