ବବି ସାର୍ଙ୍କ ନିଆରା ପ୍ରୟାସ
ମେଟ୍ରୋ ଟିଭି ଓଡିଶା,୬/୨ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଦାଇଁଲ ପଞ୍ଚାୟତର ଯୁବ ସମାଜସେବି ରଞନ କୁମାର ଜେନା ବବି ସାର୍ ଙ୍କ ନିୟାରା ପ୍ରୟାସ ଦେଖିବାକୁ ମିଳିଛି। ନିଜଶ୍ୱ ଉଦ୍ୟମରେ ଦାଇଁଲ ହନୁମାନ ମନ୍ଦିର ପାଖରୁ ବାୟା ଅବଧୂତ କଲେଜ ପାଖ ରାସ୍ତା ଦୁଇପାଖ କଣ୍ଟାକୁ ସପାଂ କରିବା ସହ…