ବିଏମସି କାର୍ଯ୍ୟାଳୟରେ କରୋନା
ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ!-->…