Browsing Tag

#BMC

ବିଏମସି କାର୍ଯ୍ୟାଳୟରେ କରୋନା

ମେଟ୍ରୋ ଟିଭି ଓଡିଶା,୧୩/୧: କରୋନାର କାୟା ମାଡି ଗଲାଣି ଚାରିଆଡେ ।ଏହି କରୋନାରେ ସଂକ୍ରମିତ ହେଲେଣି ବହୁ ଲୋକ । ଏହି କରୋନାରେ ଏବେ ବଡ ବଡ ନେତା ମନ୍ତ୍ରୀ ସହ ଏବେ ବିଭିନ୍ନ କାର୍ଯ୍ୟାଳୟକୁ ମାଡିଗଲାଣି କରୋନା । ଏବେ ବିଏମସି କାର୍ଯ୍ୟାଳୟରେ କରୋନା ପଜିଟିଭ ବାହାରିଛି । ଏଠାରେ ଏକାଥରକେ

ଡିସିପି ଅଫିସ ସିଲ୍ କଲା ବିଏମ୍‌ସି

ମେଟ୍ରୋ ଟିଭି ବ୍ୟୁରୋ,୨/୧: କୋଭିଡ୍ ସଂକ୍ରମଣ ପାଇ ଡିସିପି ଅଫିସ୍ ସିଲ୍ କଲା ବିଏମ୍‌ସି । ଡିସିପି ଅଫିସର ୪ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମ୍ସି।ସୂଚନା ଅନୁଯାୟୀ ଭୁବନେଶ୍ୱର ଡିସିପି