ମାଓବାଦୀଙ୍କ ଆକ୍ରମଣରେ ସହିଦ୍ ହେଲେ ୧୧ଜଣ ଯବାନ
ରାୟପୁର: ପୁଣି ମାଓବାଦୀଙ୍କ ଉତ୍ପାତ । ପୁଣି ଯାଇଛି ଯବାନଙ୍କ ଜୀବନ । ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ପୁଣି ଖେଳିଛନ୍ତି ରକ୍ତରେ ହୋଲି । ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ…