Browsing Tag

#BJP

କଂଗ୍ରେସ ଉପରେ ବର୍ଷିଲେ ଆଇନ ମନ୍ତ୍ରୀ

ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ତିନୋଟି ଖରାପ ତତ୍ତ୍ବ କଂଗ୍ରେସ ଠାରେ ଦେଖିବାକୁ ମିଳୁଛି। ତାହା ହେଲା ଦେଶ ବିରୋଧୀ, ବିକାଶ ବିରୋଧୀ ଓ ଲୋକ ବିରୋଧୀ ତତ୍ତ୍ବ। ଏସବୁ ବିଲକ୍ଷଣ ପାଇଁ ସାରା ଦେଶରେ କଂଗ୍ରେସ ସତ୍ତା…

ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ

ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । କିଏ ହେବ ପରବର୍ତ୍ତୀ ମଖ୍ୟମନ୍ତ୍ରୀ ଏବେ ବି ସସ୍‌ପେନ୍ସ ଜାରି । ସିନ୍ଦେ ଏବଂ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ନାଁକୁ ନେଇ…

ଶଙ୍ଖ ଛାଡି ପଦ୍ମ ଧରିଲେ ୪ନେତା

ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ, ବିଜେଡିର ପୂର୍ବତନ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ହିମାଂଶୁ ସାମଲ, ବିଜେଡି ଜିଲା ସମ୍ପାଦକ ଇ. ଭେଙ୍କଟ ରାଓ, ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ କୁମାର…

ବିଜୟ ପରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଉ ଏକ ଐତିହାସିକ ବିଜୟ ଉତ୍ସବ ପାଇଁ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ…

ଗୁଣ୍ଡାଗର୍ଦ୍ଦିକୁ ବିଜେପି ସରକାର ପ୍ରଶୟ ଦେବ ନାହିଁ : ହିମାଂଶୁ

ବିଜେଡିର ଗୁଣ୍ଡାଗର୍ଦ୍ଦି ପାଇଁ ଯାଜପୁରବାସୀ ଭୟଭୀତ ବୋଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ) କହିବା ସହ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ସେ ନିନ୍ଦା କରିଛନ୍ତି। ହିମାଂଶୁ ଏକ ଖବରଦାତା ସମ୍ମିଳନୀରେ ଆହୁରି କହିଛନ୍ତି, ଭାଜପା ସରକାର ଏଭଳି ଗୁଣ୍ଡାଗର୍ଦ୍ଦିକୁ…

ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଗଢ଼ିବ ସରକାର !

ମହାରାଷ୍ଟ୍ରରେ ବିଜେପି ମେଣ୍ଟ ଗଢ଼ିପାରେ ସରକାର । ଅଧିକାଂଶ ଏକଜିଟ ପୋଲ ବିଜେପି ମେଂଟ ସରକାର ଗଢ଼ିବ ବୋଲି କହିଛନ୍ତି । ମହାୟୁତି ପୁଣି ମହାରାଷ୍ଟ୍ରରେ ସରକାର ଗଢ଼ିବ ବୋଲି ବିଭିନ୍ନ ସଂସ୍ଥା କହିଛନ୍ତି । ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ…

ଝାଡ଼ଖଣ୍ଡ , ମହାରାଷ୍ଟ୍ର ମତଦାନ ଆରମ୍ଭ: ବିଜେପି, କଂଗ୍ରେସ ଉପରେ ନଜର

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏଥର କିଏ ମାରିବ ବାଜି?  । ବିଜେପି ଅଧିକ ଆସନ ପାଇବ କି କଂଗ୍ରେସ ଅଧିକ ଆସନ ପାଇବ? କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ? ଏସବୁ ପ୍ରଶ୍ନ ଭିତରେ ଚାଲିଛି ମହାରାଷ୍ଟ୍ରରେ ମତଦାନ । ସେହିପରି  ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ମଧ୍ୟରୁ ଅବଶିଷ୍ଟ…

ବିଜେପିରେ ସାମିଲ ହେଲେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ୍

ବିଜେପିରେ ସାମିଲ ହେଲେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ୍ । କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । କୈଳାସ ଗେହଲୋଟ୍ ଦିଲ୍ଲୀରୁ ଦୁଇ ଥର ବିଧାୟକ ହେବା ସହ ଆପର ବଡ ଚେହେରା ଥିଲେ। ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ସମ୍ଭାଳିଛନ୍ତି। …

ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ

ମହାରାଷ୍ଟ୍ରରେ ବିଜେପିର ସଙ୍କଳ୍ପପତ୍ର ଜାରି କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଚାଷୀଙ୍କ ପାଇଁ ଋଣରେ ଛାଡ଼ ଘୋଷଣା କରିବ ବିଜେପି । ବଭନ୍ତର ଯୋଜନା ମଧ୍ୟରେ କୃଷକମାନଙ୍କୁ ମିଳିବ କ୍ଷତିପୂରଣ । ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ପେନ୍ସନ୍ ସ୍କିମ୍ ମାସକୁ 15 ଶହରୁ 21 ଶହ ଟଙ୍କାକୁ ବୃଦ୍ଧି…

ଆଜି ବିଜେପିରେ ମିଶିଲେ ସୁନନ୍ଦା ଦାସ

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଏବଂ ସ୍ୱାମୀ ଦେବେନ୍ଦ୍ର ଦାସ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହେଲେ । ଗତ କିଛି ତଳେ ବିଜେଡି ନେତୃତ୍ବ ବିରୋଧରେ ଅଭିଯୋଗ ଆଣି ଦଳ ଛାଡିଥିଲେ ସୁନନ୍ଦା |…