Browsing Tag

bjp

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ନେତା ଏବଂ ଦକ୍ଷ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଆଜି ଦେହାନ୍ତ ହୋଇଛି। ତାଙ୍କର ବୟସ ୮୪ ବର୍ଷ ଥିଲା। ବରିଷ୍ଠ ବିଜେପି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ସକାଳ ପ୍ରାୟ ୧୦.୩୦ ସମୟରେ ତାଙ୍କ ପୁଅ ଏବଂ କେନ୍ଦ୍ର…

ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି : ଲେନିନ ମହାନ୍ତି

ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବିଜେପି ହେଉଛି ଓଡ଼ିଶା ବିରୋଧୀ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେପି ନେତା କିଛି କରୁନାହାଁନ୍ତି ।  ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ…

ବିଜେପିକୁ ଡେଇଁବାକୁ ବିଜେଡି ନେତାଙ୍କ ସଜବାଜ! ଦିଲ୍ଲୀ ମଞ୍ଚରେ ଧରିପାରନ୍ତି ପଦ୍ମ

ଭୁବନେଶ୍ବର: ଆସନ୍ତା ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାୟ ଅଧାଅଧି ବିଧାୟକଙ୍କୁ ବଦଳାଇବେ ବୋଲି ଚର୍ଚା ହେଉଛି ।  ବିଜେଡିର ଅନେକ ବିଧାୟକଙ୍କ ଟିକେଟ କଟିବା ନେଇ ଆଲୋଚନା ଜାରି ରହିଥିବା ବେଳେ କିଛି ଅସନ୍ତୁଷ୍ଟ ନେତା ବିଜେପିରେ ଯୋଗ ଦେବାକୁ ସଜ ହେଉଛନ୍ତି । ଏହି…

ଦ୍ରୈାପଦୀଙ୍କ ପାଇଁ ଲକ୍ଷ୍ମଣ ରେଖା ଲଙ୍ଘିଲେ ବିରୋଧୀ: ବଢ଼ିଲା କ୍ରସଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଯେଉଁ ବାହାସ୍ଫୋଟ ମାରୁଥିଲେ ତାହା ଫିକା ପଡିଛି । ନରେନ୍ଦ୍ର ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ ଆଗରେ ବିରୋଧୀଙ୍କ ରଣକୈାଶଳ ଫେଲ ମାରିଛି । ଦ୍ରୈାପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିରୋଧୀ ଦଳଗୁଡ଼ିକ ଦୋଛକିରେ ପଡିଥିଲେ । ଦଳର