ଭାରତ ବଜାରକୁ ଆସିବ ପ୍ରଥମ ଇଲେକଟ୍ରିକ ବାଇକ
ମେଟ୍ରୋ ଟିଭି ଓଡିଶା,୧୩/୧: ଆଜିର ଯୁବପିଢି ବାଇକ ଚଲାଇବାକୁ ବହୁତ ପସନ୍ଦ କରୁଛନ୍ତି । ପେଟ୍ରୋଲର ଦରଦାମ ଏପରି ହେଲାଣି ଗାଡି ଚଲାଇବାକୁ ଲୋକ ମାନେ ଏବେ ଡରିଲେଣି । ସେଥିପାଇଁ କୋମାକି ଇଲେକଟ୍ରିକ କମ୍ପାନୀ ନିର୍ମାଣ କରିଛି ଏକ ଇଲେକଟ୍ରିକ ବାଇକ ଯାହା ଦେଖିବାକୁ ଷ୍ଟାଇଲିଶ ହେବା ସହ!-->…