ବିବାହ କରିବେ କରିସ୍ମା ତନ୍ନା
ମେଟ୍ରୋ ଟିଭି ଓଡିଶା,୧୪/୧: ବଲିଉଡରେ କରୋନା କାୟାରେ ମଧ୍ୟ ବିବାହ ଜୋରସୋରରେ ଚାଲିଛି । ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଏବର୍ଷ ବିବାହ କରିଲେଣି । ସଂକ୍ରମଣ ବ୍ୟାପୁଥିଲେ ବି ବିବାହର କାର୍ଯ୍ୟ ସରବାକୁ ନାଁ ନଉନି । ବଲିଉଡ , ଟିଭି ଇଣ୍ଡଷ୍ଟ୍ରିରେ ଅନେକ ଜଣ ବାହା ହେଲେଣି । ନିକଟରେ!-->…