ତ୍ରିନଗରୀ ଯୋଜନା କାର୍ଯ୍ୟକାରୀ କରାଯିବ : ମନ୍ତ୍ରୀ
ଓଡ଼ିଶା ସରକାର ରାଜଧାନୀ ବିସ୍ତାର ଯୋଜନା କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱରକୁ ଏକ ସନ୍ତୁଳିତ ଉପାୟରେ ସମ୍ପ୍ରସାରଣ ସୁନିଶ୍ଚିତ କରି ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ଠୋସ୍ ପଦକ୍ଷେପ ନେଉଛନ୍ତି।
ଉନ୍ନତ ଭିତ୍ତିଭୂମି ଏବଂ ସଂଯୋଗୀକରଣ ପାଇଁ ଏକ ରିଙ୍ଗ ରୋଡ୍ ନିର୍ମାଣ ଏବଂ…