ଭିତରକନିକାରେ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଶ୍ୱେତା
ମେଟ୍ରୋ ଟିଭି ଓଡିଶା,୬/୧: ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳରେ ଥିବା ବଉଳା କୁମ୍ଭୀର କେନ୍ଦ୍ରରେ ୩ବର୍ଷର ଧଳା କୁମ୍ଭୀର ମନମୋହୁଛି । ଗତବର୍ଷ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା । ପ୍ର।କୃତିକ ପରିବେଶରେ ଏତେ ସଂଖ୍ୟାର ଧଳା କୁମ୍ଭୀର!-->!-->!-->…