Browsing Tag

#bengalisong

କଚା ବାଦାମ ଗୀତ ଗାଇ ଟ୍ରୋଲ ହେଲେ ରାନୁ ମଣ୍ଡଳ

ମେଟ୍ରୋ ଟିଭି ଓଡିଶା,୩୦/୧ : ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି। ଏହି ଗୀତ ଖୁବ୍ ଟ୍ରେଣ୍ଡରେ ଅଛି। ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି। ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା