“ଯୁଗେ ଯୁଗେ ନବୀନ” ନା ଆଉ ‘କିଏ’ ?
୧୭ ଏପ୍ରିଲ ୧୯୯୭ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ସେ ସମୟରେ ଜନତା ଦଳରେ ଥିବା ତୁଙ୍ଗ ନେତାମାନେ ଓଡ଼ିଶା ରାଜନୀତିର ମଙ୍ଗ କିଏ ସମ୍ଭାଳିବ ସେ ନେଇ ଚିନ୍ତା କରୁଥିଲେ । ରାଜ୍ୟର ଜନସାଧାରଣ ମଧ୍ୟ ଦ୍ବନ୍ଦ୍ବରେ ଥିଲେ କିଏ ଓଡ଼ିଶାର ରାଜନୀତିକୁ ପୁଣି ନୂଆ ଦିଶା…