Browsing Tag

#BCCI

ଆଇସିସି ବିଶ୍ବକପ ପାଇଁ ଭାରତୀୟ ଦଳ

ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ୫ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଭାରତୀୟ ଦଳକୁ ବିଶ୍ୱକପ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡିବ। ସେପ୍ଟେମ୍ବର ୩୦ରେ ଦଳକୁ ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ

ମୋହାଲି: ଅଷ୍ଟ୍ରେଲିଆ ସହ ଦିନିକିଆ ମ୍ୟାଚ୍ ଆଜିଠୁ ଆରମ୍ଭ ହେବାକୁ ଯାଉଛି ।  ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍‌ ଖେଳୁଛି। ବିଶ୍ବକପ୍‌ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ‌…

ଟସ୍ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନିଷ୍ପତି

କିଏ ଜିତିବ ମ୍ୟାଚ । ଶ୍ରୀଲଙ୍କା କି ଭାରତ । ଆଜି ମୁକାବିଲା ଚାଲିଛି  । ବର୍ଷା ପାଇଁ ଖେଳ ବିଳମ୍ଭରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ଯାଇଛି । ଗୋଟେ ପରେ ଗୋଟେ ଉଇକେଟ ହରାଇ ଶ୍ରୀଲଙ୍କା ସମସ୍ୟାରେ ପଡିଛି । ଗୋଟିଏ ଓଭରରେ ଚାରିଟି ଉଇକେଟ ନେଇଛନ୍ତି ସିରାଜ । …

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମା- ଅଧିନାୟକ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟଶ ଆୟର, କେ ଏଲ ରାହୁଲ (ଉଇକେଟ ରକ୍ଷକ), ଇଶାନ କିଷନ(ଉଇକେଟ ରକ୍ଷକ), ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ

ଆଜି ଭାରତ- ଓ୍ବେଷ୍ଟଇଣ୍ଡିଜ ଶେଷ ଦିନିକିଆ ।  ମ୍ୟାଚ ଜିତି ସିରିଜ କବଜା କରିବାକୁ ଉଦ୍ୟମ କରିବେ ଉଭୟ ଦଳ । ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ୩ଟିକିଆ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତର ଦମଦାର ବିଜୟ ହୋଇଥିବାବେଳେ ଦ୍ବିତୀୟ ଦିନିକିଆରେ ସହଜ ବିଜୟ ହାସଲ କରିଥିଲା ଓ୍ବେଷ୍ଟଇଣ୍ଡିଜ୍…

ଭାରତକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ବାର୍ବାଡସ୍‌:  ୱେଷ୍ଟଇଣ୍ଡିଜ୍‌ କେନସିଙ୍ଗଟନ୍‌ ଓଭାଲ୍‌ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ୬ ୱିକେଟ୍‌ରେ ଭାରତକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ରାମ ନେଇଥିଲା ବେଳେ ତାଙ୍କ ସ୍ଥାନରେ…

ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ

ବିରାଟ କୋହଲିଙ୍କ ବିଶ୍ବ ରେକର୍ଡ । ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ବତନ୍ତ୍ର କରିଛନ୍ତି ବିରାଟ। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୨୧ ରନର ଶତକୀୟ ଇନିଂସ୍‌ ଖେଳିଛନ୍ତି।  ବିଶ୍ୱ କ୍ରିକେଟରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋର କରିଥିବା ଶ୍ରେଷ୍ଠ-୫…

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବୃହତ ବିଜୟ

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ମାତ୍ର ତିନି ଦିନରେ ଶେଷ ହେଲା ଡୋମିନିକା ଟେଷ୍ଟ । ଏକ ଇନିଂସ ୧୪୧ ରନରେ ମ୍ୟାଚକୁ ଜିତି ନେଇଛନ୍ତି ରୋହିତ ବ୍ରିଗେଡ୍ । ରବିଚନ୍ଦ୍ରନ ଅଶ୍ବିନୀଙ୍କ ଘାତ ବୋଲିଂରେ ଧରାଶୟୀ ହୋଇଛି ଘରୋଇ ଦଳ । ଅଶ୍ବିନୀ ପ୍ରଥମ ଇନିଂସରେ…

ଇଣ୍ଡିଜ୍‌ ୧୫୦ରେ ଅଲ୍‌ଆଉଟ

ରୁସୌ : ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ୍‌ରେ ୧୫୦ରନ କରି ଅଲ୍‌ଆଉଟ ହୋଇଯାଇଛି ।  ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସ୍‌ରେ କୌଣସି ୱିକେଟ ନ ହରାଇ ୮୦ ରନ ସଂଗ୍ରହ କରିଛି । ଭାରତ ଏବେ ୭୦ ରନ ପଛରେ ରହିଛି ।ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଇନିଂସ୍‌ରେ ଯଶସ୍ବୀ ଜୟସୱାଲଙ୍କ ୪୦…

ପ୍ରଥମ ଟେଷ୍ଟ୍‌ ଆଜିଠୁ

ଡୋମିନିକା: ଆଜିଠୁ ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା  ପ୍ରଥମ ଟେଷ୍ଟ୍‌ ଡୋମିନିକାର ରୋସିୟୁରେ ଆରମ୍ଭ ହେବ। ଏହି ଟେଷ୍ଟ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍‌ ପଦାର୍ପଣ କରିବା ସମ୍ଭାବନା ଅଧିକ ରହିଛି। ଅନ୍ୟପକ୍ଷ‌ରେ ଦିନିକିଆ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନରୁ ନିରାଶ…