ଧରାପଡିଲା ଚୀନର ଚାଲାଖି , ଗଲୱାନ ସଂର୍ଘଷରେ ପ୍ରାଣ ହରାଇଛନ୍ତି ୩୮ କିନ୍ତୁ ଦର୍ଶାଇଛି ମାତ୍ର ୪
ମେଟ୍ରୋ ଟିଭି ଓଡିଶା,୩/୨ : ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୮ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି । ଏହି ସଂଖ୍ୟା!-->…