ମମିତା ମେହେର ହତ୍ୟାକାଣ୍ଡ ମାମଲା
ମେଟ୍ରୋ ଟିଭି ଓଡିଶା,୧୨/୨ : ବହୁ ଚର୍ଚ୍ଚିତ ମମିତା ମେହର ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ତାତି ଉଠିଥିଲା । ମୁଖ୍ୟ ଅଭୁଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ ଯାଇ କୋର୍ଟ ଚାଲଣ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ଗୋବିନ୍ଦ ସାହୁ କୋର୍ଟ ଚାଲାଣକୁ ୧୨୦ ଦିନ ପୁରୁଥିଲା । ଏହି ଘଟଣାରେ!-->!-->!-->…