ସହଦେବ ଦିରଦୋ ଦୁର୍ଘଟଣାରେ ଗୁରୁତର ଆହତ
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ବସ୍ପନ କା ପ୍ୟାର ଗୀତ ଗାଇ ରାତାରାତି ସୋସିଆଲ ମିଡିଆରେ ଚହଳ ପକାଇଥିବା ସହଦେବ ଦିରଦୋ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ସନ୍ଧ୍ୟା ୫ଟାରେ ଘଟିଥିଲା। ଯେତେବେଳେ ସହଦେବ ତାଙ୍କ ସାଙ୍ଗମାନଙ୍କ ସହିତ ଏକ!-->…