ଭାଇରାଲ ହେଉଛି ବେବି ସାର୍କ ଭିଡିଓ
ମେଟ୍ରୋ ଟିଭି ଓଡିଶା,୧୫/୧: ୟୁୁଟ୍ୟୂବରେ ରେକର୍ଡ କରିଛି ଏକ ବେବି ସାର୍କ ଭିଡିଓ । ଏହି ଭିଡିଓକୁ ଦେଖିଲେଣି ୧୦ବିଲିୟନ ବା ହଜାରେ କୋଟି ଦର୍ଶକ । ଏହାପୂର୍ବରୁ ୟୁଟ୍ୟୁବରେ ଏତେ ସଂଖ୍ୟାରେ ଦର୍ଶକ କୌଣସି ଭିଡ଼ିଓ ଦେଖିନଥିଲେ । ପୂର୍ବରୁ ‘ଡେସପାସିଟୁ’ ଭିଡ଼ିଓକୁ ୭୭୦ କୋଟି ଦର୍ଶକ!-->!-->!-->…