ପ୍ରକୃତି ମୋ ଘର ଭାଙ୍ଗୁଛନ୍ତି: ବାବୁସାନଙ୍କ ପତ୍ନୀ
ଭୁବନେଶ୍ବର: ରାସ୍ତା ଉପରେ ବାବୁଶାନଙ୍କ ପତ୍ନୀଙ୍କ ଚିତ୍କାର ଶୁଭୁଛି । ଗାଳି କରୁଛନ୍ତି ସେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ । ଚୁଟି ଟାଣି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବି ଦେଖିବାକୁ ମିଳୁଛି । ଏମିତି ଏକ ଭିଡିଓ ଆଜି ଭାଇରାଲ ହେବାରେ ଲାଗିଛି । ପାଖରେ ଥିବା ଲୋକମାନେ!-->!-->!-->…