Browsing Tag

Baba Siddique

ଏନସିପିର ନେତା ବାବା ସିଦ୍ଦିକିଙ୍କୁ କିଏ ମାରିଲା ଗୁଳି ?

ମୁମ୍ବାଇ: ତାଙ୍କୁ ଧମକ ମିଳିଥିଲା । ସରକାରଙ୍କ ପକ୍ଷରୁ ଓ୍ବାଇ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ତେବେ ସୁରକ୍ଷାକର୍ମୀ ପାଖରେ ନଥିଲେ । ରାତିରେ ଅଫିସରୁ ଫେରୁଥିବା ବେଳେ  ଅପରାଧୀଙ୍କ ଗୁଳିମାଡରେ ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ହୋଇଯାଇଛି | ବାବା…