ଟେଷ୍ଟ ମ୍ୟାଚରେ ଭାରତରେ ଭାରତକୁ ହରାଇବାକୁ ୱାର୍ଣ୍ଣରଙ୍କ ଇଚ୍ଛା
ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଅଷ୍ଟ୍ରେଳିଆର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ବୟାନ ଏବେ ଚହଳ ସୃଷ୍ଟି କରିଛି । ପୁରା ଟିମ୍ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ସିରିଜରେ ୩ଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ କବଜା କରିଛି । ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା!-->!-->!-->…