କଂଗ୍ରେସକୁ ବଡ଼ ଝଟ୍କା ଇସ୍ତଫା ଦେଲେ ଅଶ୍ୱନୀ
ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) :
ଗୋଟିଏ ପରେ ଗୋଟିଏ କଂଗ୍ରେସକୁବଡ଼ ଝଟ୍କା ଲାଗୁଛି। ଏବେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱନୀ କୁମାର ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ଅଶ୍ୱନୀ!-->!-->!-->…