ରଣଜୀ ଟ୍ରଫିରେ ଖେଳିବେ ଅର୍ଜୁନ ତେନ୍ଦୁଲକର
ମେଟ୍ରୋ ଟିଭି ବ୍ୟୁରେ,୩୦/୧୨: ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି । ସିଜନର ପ୍ରଥମ ୨ଟି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ବ୍ୟାଟିଂରେ ବିସ୍ମୟ ପୃଥ୍ୱୀ ଶ’ଙ୍କୁ ନେତୃତ୍ୱ ଭାର ଦିଆଯାଇଛି । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ପ୍ରଥମ!-->!-->!-->…