Browsing Tag

Aparajita Sarangi

ପ୍ରିୟଙ୍କା ଗାନ୍ଧିଙ୍କୁ ବ୍ୟାଗ୍ ଭେଟି ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ୧୯୮୪ ଲେଖା ହୋଇଥିବା ବ୍ୟାଗ୍ ଭେଟି ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସଂସଦ ଭବନ ଭିତରକୁ ପ୍ରିୟଙ୍କା ଗାନ୍ଧି ପ୍ରବେଶ କରୁଥିବା ବେଳେ ତାଙ୍କ ହାତକୁ ଏହି ବ୍ୟାଗ ବଢାଇଦେଇଥିଲେ ଅପରାଜିତା। ଆଉ ପ୍ରିୟଙ୍କା ବ୍ୟାଗରେ କଣ ଲେଖା ଅଛି ନଦେଖି ବ୍ୟାଗ…

୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ

ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ଶେଷ ହେବ। ପ୍ରଥମେ ପର୍ଯ୍ୟାୟରେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚାଲିବାକୁ ଥିବା ବେଳେ…

କାହିଁକି ଅପରାଜିତାଙ୍କୁ ନିମନ୍ତ୍ରଣ ହେଉନି? କହିଲେ ମନ୍ତ୍ରୀ

ଭୁବନେଶ୍ବର: ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଏବଂ ମେୟରଙ୍କୁ ନିମନ୍ତ୍ରଣ କରାଗଲା । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । କାହିଁକି ନିମନ୍ତ୍ରଣ କରାଗଲା ନାହିଁ ତାହାର ଉତ୍ତର ମିଳିଛି ।