Browsing Tag

#anilambani

ସେୟାର ମାର୍କେଟରେ ୩ମାସ ଯାଏ କାରବାର କରିପାରିବେନି ଅନିଲ ଅମ୍ବାନୀ

ମେଟ୍ରୋ ଟିଭି ଓଡିଶା,୧୨/୨ : ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ବଡ ଝଟକା । ସେବି ଅନିଲ ଅମ୍ବାନୀଙ୍କ ଉପରେ କଟକଣା ଜାରି କରିଛି । ରିପୋର୍ଟ ଅନୁସାରେ, ସେବି ଅନିଲ ଓ ତାଙ୍କ କମ୍ପାନୀ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ ବିରୋଧରେ ଠକେଇ ଅଭିଯୋଗ ପାଇଥିଲା । ତେଣୁ ଉଭୟଙ୍କ