Browsing Tag

#ananya panday

ଫିଲ୍ମ ଗହରାଇୟାଁର ପ୍ରଥମ ଗୀତ ଡୁବେ ର ଭିଡିଓ ସେୟାର କରିଛନ୍ତି ଅନନ୍ୟା ପାଣ୍ଡେ

ମେଟ୍ରୋ ଟିଭି ଓଡିଶା,୨୩/୧ : ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ଅପ୍କମିଙ୍ଗ ଫିଲ୍ମ ‘ଗହରାଇୟାଁ’କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଫିଲ୍ମର ଟ୍ରେଲର ଆଉଟ୍ ହୋଇସାରିଛି। ଏଥିରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଅନ୍ୟନ୍ୟା ପାଣ୍ଡେ ମଧ୍ୟ ଏହି