ଦେଶର ଶେଷ ଗାଁ ଫଟୋ ଟୁଇଟ କରି ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରା
ମେଟ୍ରୋ ଟିଭି ଓଡିଶା,୯/୨ : ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟୁଇଟ କରିଥାନ୍ତି । ନିକଟରେ ସେହିଭଳି କିଛି ସେ ମଜାଦାର ଟୁଇଟ କରିଥିବା ଦେଖିବାକୁ ମିଳିଛି । ଗୁରୁବାର ଆନନ୍ଦ…