ଅଟକ ହେଲେ ଅମୃତପାଲ୍ ସିଂହଙ୍କ ସ୍ତ୍ରୀ
ଅମୃତସର: ଲଣ୍ଡନ୍ ଯିବାକୁ ଉଦ୍ୟମ କରୁଥିବା ବେଳେ ଅମୃତସର ବିମାନ ବନ୍ଦରରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ୍ ସିଂହଙ୍କ ସ୍ତ୍ରୀ କିରଣଦୀପ କୌର୍ଙ୍କୁ ଅଟକ ରଖାଯାଇଛି। ପଞ୍ଜାବ ପୁଲି କହିବା ଅନୁସାରେ, କିରଣଦୀପ ହେଉଛନ୍ତି ଇଂଲଣ୍ଡ୍ର ନାଗରିକ ଓ ତାଙ୍କ ପାଖରେ ଇଂଲଣ୍ଡ୍ର…