ପୁଷ୍ପା ଫିଲ୍ମ କ୍ରେଜରେ ବିଦେଶୀ କ୍ରିକେଟର
ମେଟ୍ରୋ ଟିଭି ଓଡିଶା,୨/୨ : ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କୁ ମଧ୍ୟ ଏହି ଫିଭର ଚଢିଲାଣି। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି!-->…