Browsing Tag

#alisanjeedadaughterarya

ଅଲଗା ହେଲେ ଲୋକପ୍ରିୟ ଦମ୍ପତି ଅଲି-ସଞ୍ଜୀଦା

ମେଟ୍ରୋ ଟିଭି ଓଡିଶା,୯/୧: ଟିଭି ଦୁନିଆରେ ବହୁ ଖବର ଆଶ୍ଚର୍ଯ୍ୟ ଚକିତ କରେ । ଏହି ଇଣ୍ଡଷ୍ଟ୍ରି ନିଜର ଗସିପ ଦ୍ୱାରା ଲୋକଙ୍କୁ ଆକୃଷ୍ଟ କରି ରଖେ । ବିବାହ ,ବିଚ୍ଛେଦ ଓ ମନମାଳିନ୍ୟ ସବୁ ଚାଲିଥାଏ । ସେହି ପରି ଟିଭିର ଲୋକପ୍ରିୟ କଳାକାର ଅମିର ଅଲ୍ଲୀ ଓ ସଞ୍ଜୀଦା ଶେଖ ଅଲଗା ହୋଇଛନ୍ତି ।