ଦ୍ରୁତତମ ଇଲେକ୍ଟ୍ରିକ ବିମାନ
ମେଟ୍ରୋ ଟିଭି ଓଡିଶା,୨୮/୧ : ବିଶ୍ୱର ବୃହତ୍ତମ କମ୍ପାନୀ ରୋଲ୍ସ-ରୋଏସ ଦ୍ରୁତତମ ଇଲେକ୍ଟ୍ରିକ ବିମାନ ପ୍ରସ୍ତୁତ କରିଛନ୍ତି । ଏହି ବିମାନ ୬୨୩କି.ମି ବେଗରେ ଉଡିପାରେ । ଏହି ବିମାନର ନାମ ହେଉଛି ସ୍ପିରିଟ ଅଫ ଇନୋଭେସନ ।
ସୂଚନା ଅନୁସାରେ ପରୀକ୍ଷଣରେ ଏହି ବିମାନଟି ମାତ୍ର ୧୧ମିନିଟରେ!-->!-->!-->…