Browsing Tag

#aejunkapoor

ଏକ ଭିଲେନ୍ ରିଟର୍ଣ୍ଣସ୍‌ରେ ନଜର ଆସିବେ ଜନ୍ ଆବ୍ରାହମ

ମେଟ୍ରୋ ଟିଭି ଓଡିଶା,୧୮/୧: ନିଜର ଦମଦାର ଫିଗର ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ୪୮ ବର୍ଷୀୟ ଜନ ଆବ୍ରାହମଙ୍କ ଆଗାମୀ ଚଳଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଜର ଆଗାମୀ ଥ୍ରୀଲର ଏକ ଭିଲେନ ରିଟର୍ଣ୍ଣସ୍ ଫିଲ୍ମ ସୁଟିଂ ଶେଷ କରି ଏହାକୁ ଏକ ବିହୀନ ଅନୁଭୂତି ବୋଲି କହିଛନ୍ତି