Browsing Tag

#actress

୪୭ ବର୍ଷରେ ପାଦ ଥାପିଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଏକ ସମୟ ଥିଲା ଯେତେବେଳେ ପ୍ରୀତି ଜିଣ୍ଟା ଡିମ୍ପଲ ଗର୍ଲ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ ଅଭିନୟ ଓ ସୁନ୍ଦର ହସରେ ମତୁଆଲା କରୁଥିଲେ । ଆଇପିଏଲ୍ ଟିମ୍ କିଙ୍ଗସ୍ ଏକାଦଶ ପଞ୍ଜାବର ମଧ୍ୟ