Browsing Tag

#Accused of murder for dowry

ଯୈାତୁକ ପାଇଁ ହତ୍ୟା ଅଭିଯୋଗ

ମେଟ୍ରୋ ଟିଭି ଓଡିଶା,୪/୨ : ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ।ମହିଳାଙ୍କୁ ବାପଘରୁ ଅଧିକ ଯୌତୁକ ଦାବିରେ ହତ୍ୟା କରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରି ସ୍ୱାମୀ ଥାନାରେ ଅଟକ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ