Browsing Tag

# accident

ପାହାଳ ନିକଟରେ ସଡ଼କ ଦୁର୍ଘଟଣାରେ ୨ ମୃତ

ଭୁବନେଶ୍ୱର: ଗତକାଲି ରାତିରେ ପାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକକୁ  କାର୍ ପିଟିବାରୁ  ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାଟସ୍ଥଳରେ ପାହାଳ ଥାନା…