ପାଣିର ମୂଲ୍ୟ ୪୫ଲକ୍ଷ ଟଙ୍କା
ମେଟ୍ରୋ ଟିଭି ଓଡିଶା,୧୦/୧: ମନୁଷ୍ୟ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ରହିଛି । ପାଣି ବିନା ଜୀବନ ଧରିବା ଅସମ୍ବବ ଅଟେ । କେଉଠି ପାଣି ଶସ୍ତାରେ ମିଳେ ତ ଆଉ କେଉଠି ପାଣି ମହଙ୍ଗା ମିଳେ । ସାଧରଣ ଠାରୁ ବଡ ଲୋକ ଯାଏ ସମସ୍ତେ ପାଣି ପିଅନ୍ତି କିନ୍ତୁ ଏପରି ପାଣି ରହିଛି ଯାହାକୁ ସାଧରଣ ଲୋକ!-->…