ତୃତୀୟ ଟେଷ୍ଟ ପାଇଁ ନେଟ୍ସ ଅଭ୍ୟାସ କରୁଛନ୍ତି ବିରାଟ
ମେଟ୍ରୋ ଟିଭି ବ୍ୟୁରୋ,୮/୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇ ନେଟ୍ସ ଅଭ୍ୟାସ କରୁଛନ୍ତି ବିରାଟ କୋହଲି । ପିଠିରେ ଯନ୍ତ୍ରଣା ଯୋଗୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିନଥିଲେ ବିରାଟ । ମଙ୍ଗଳବାରଠୁ କେପଟାଉନ ଆରମ୍ଭ ହେବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ । ଏବେ ଦଳ!-->…