ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ
ନୂଆଦିଲ୍ଲୀ: ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ । ସୁଦାନରେ ଗୃହଯୁଦ୍ଧରେ ଫସି ରହି ଭୟରେ ଜୀବନ କାଟୁଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ କିଛି ଭାରତୀୟ ଉଦ୍ଧାର ହୋଇ ଦିଲ୍ଲୀରେ ଆସି ପହଁଚିଛନ୍ତି । ଦିଲ୍ଲୀରେ ପହଁଚିବା ପରେ ସେମାନେ ସୁଦାନରେ କିପରି କଷ୍ଟରେ ଜୀବନ…