ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଦିନକୁ ଦିନ ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ସୃଷ୍ଟି ହୋଇଛି ବାର୍ଡ ଫ୍ଲୁ ଭୟ । ହଠାତ ପ୍ରାୟ ଶହେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ହେବା ଫଳରେ ଜିଲା ପ୍ରଶାସନର ଚିନ୍ତା ବଢିଛି। ହଠାତ ଏତେ ସଂଖ୍ୟାରେ କୁକୁଡା ମୃତ୍ୟୁକୁ ନେଇ ଜିଲାରେ ପୁଣି ଥରେ ବାର୍ଡ!-->!-->!-->…