ମହାନଦୀ ପାଣି ଶୋଷି ସତ ଲୁଚଉଛି ଛତିଶଗଡ଼
ଭୁବନେଶ୍ବର: ଲୁଚିିଛି ନା ଗୋଡ ଦୁଇଟା ଦିଶୁଛି । ଏହି ଢ଼ଗ ଏବେ ଛତିଶଗଡ଼ ପାଇଁ ସତ ସାବ୍ୟସ୍ତ ହୋଇଛି । ମହାନଦୀ ପାଣିକି ଲୁଟି ନେଉଛି ଛତିଶଗଡ଼ । ଧରାପଡିଯିବା ଭୟରେ ଶତ ଲୁଚାଉଛି । ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ଏପରି କିଛି ସତ ଲୁଚାଉଥିବା ଧରାପଡିଯାଇଛି । ସତ ଲୁଚାଇବା…