ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ପ୍ରଥମ ଥର ପାଇଁ ୨୪,୬୦୦ ଟପି ୨୪,୬୩୫ ରେ ପହଞ୍ଚିଥିବା ବେଳେ ନିଫ୍ଟିର ମିଡକ୍ୟାପ ସୂଚକାଙ୍କ ଐତିହାସିକ ଉଚ୍ଚତା ଛୁଇଁବାରେ ସକ୍ଷମ ହୋଇଛି। ଆଜି ବଜାରରେ ଫାର୍ମା ଓ ଏନର୍ଜି ସେୟାରରେ କ୍ରୟ ଦେଖିବାକୁ ମିଳିଛି। ବଜାର ବନ୍ଦ ବେଳକୁ ବିଏସ୍ଇ ସେନସେକ୍ସ ୧୪୫.୩୨ ପଏଣ୍ଟ ବୃଦ୍ଧି ପାଇ ୮୦,୬୫୫ ରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୮୧.୭୫ ପଏଣ୍ଟ ବୃଦ୍ଧି ପାଇ ୨୪,୫୮୪ ପଏଣ୍ଟରେ ବନ୍ଦ ହୋଇଛି।ଭାରତୀୟ ଷ୍ଟକ ବଜାରରେ ଚମତ୍କାର ବୃଦ୍ଧି ଯୋଗୁଁ ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରି ୪୫୫.୧୨ ଲକ୍ଷ କୋଟି ଟଙ୍କାର ଐତିହାସିକ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି, ଯାହା କି ପୂର୍ବ କାରବାର ଅଧିବେଶନରେ ୪୫୨.୩୮ ଲକ୍ଷ କୋଟି ଟଙ୍କା ଥିଲା ।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post
Next Post