ସୀମା ଡ଼ିଅନ୍ତୁ ନାହିଁ କି କ୍ଷମତାକୁ ଦୁରୁପଯୋଗ କରନ୍ତୁ ନାହିଁ: ବିଜୟ

ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ  କଂଗ୍ରେସ ନେତା ଟାର୍ଗେଟ କରିଛନ୍ତି ।  କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସିନିୟର ଅଫିସର ତଥା ବଡ଼ ଭାଇ ହିସାବରେ ପରାମର୍ଶ ଲଷ୍ମଣ ରେଖା ଭିତରେ ରହି କାମ କରନ୍ତୁ ବୋଲି ସେ କହିଛନ୍ତି। ସୀମା ଡ଼ିଅନ୍ତୁ ନାହିଁ କି କ୍ଷମତାକୁ ଦୁରୁପଯୋଗ କରନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନା ନେଇ ରାଜନୈତିକ କାର୍ଯ୍ୟରୁ ବିରତ ରୁହନ୍ତୁ। ପାଣ୍ଡିଆନ ମହୋଦୟ ଓଡ଼ିଶାର ଚାରିଆଡ଼େ ବୁଲିବା ଏକ ଡ୍ରାମା। ଏହି ଡ୍ରାମାରେ ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି।