ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ଦୀର୍ଘ ୬ ଦିନ ପରେ ପୁଣି ଥରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିବ ଏଠାରେ । ତେବେ ଦଶହରା ପୂର୍ବରୁ ଏଠାରେ ଥିବା ସମସ୍ୟାର ସମାଧାନ ହୋଇଛି । ଏଥି ପାଇଁ ବ୍ୟବସାୟୀମାନଙ୍କ ମନରେ ଉତ୍ସାହ ଓ ଖୁସି ଦେଖିବାକୁ ମିିଳିବ । ୧ ନମ୍ବର ହାଟର ବ୍ୟବସାୟୀ ସଂଘର ସଭାପତି ଏହା ସୂଚନା ଦେଇଛନ୍ତି ।BMC ସହ ଆଲୋଚନା ପରେ ଏହି ହାଟ ଖୋଲିବ । ପାର୍କିଙ୍ଗ ସହ ଜବରଦଖଲ ଏବଂ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିଥିଲେ ବ୍ୟବସାୟୀ ସଙ୍ଘ । ତେବେ ଗତ କାଲି BMC ଅଧିକାରୀ ହାଟ ପରିଦର୍ଶନ କରିବା ପରେ ଏବଂ ଦାବି ପୂରଣ କରିବାକୁ ପ୍ରତିଶ୍ରୃତି ଦେଇଥିଲେ । ୨ରୁ୪ ଦିନ ସମୟ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି BMC କହିଛି । ଯାହା ଫଳରେ ବ୍ୟବସାୟୀ ସଙ୍ଘ ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post