ମନ କୀ ବାତରେ ମୟୂରଭଂଜର ରାମଜୀ ଟୁଡୁଙ୍କୁ ମନେପକାଇଲେ ମୋଦି

ରାମଜୀ ଟୁଡୁଙ୍କୁ ମନକୀ ବାତରେ ମନେପକାଇ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସାନ୍ତାଳୀ ଭାଷାକୁ ମୋବାଇଲରେ ଲେଖିବା ସହଜ କରିଛନ୍ତି । ଅନେକ ଲୋକ ଏବେ କଂପୁଟର ଏବଂ ମେବାଇଲରେ ଏହି ଭାଷାରେ ଲେଖିବାକୁ ତାଙ୍କର ପ୍ରୟାସ ଏବେ ସଫଳ ହୋଇଛି ।  ସାନ୍ତାଳୀ ଭାଷାରେ ଲିପିକୁ ସେ ଡିଜିଟାଲ କରିଛନ୍ତି । ସାନ୍ତାଳୀ ଭାଷାରେ ଲେଖିବା ପାଇଁ ସେ କାର୍ଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି ।